ୟୁଭି-୬ ବୁର୍ଜା ଗାଁରେ ଭାଲୁ ଆତଙ୍କ : ଲୋକେ ଭୟଭୀତ

ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ସହର ଠାରୁ ୫ କିଲୋମିଟର ଦୂରରେ ଥିବା ବଙ୍ଗୀୟ ଗ୍ରାମ ୟୁଭି-୬ ବୁର୍ଜା ଗାଁରେ ସୋମବାର ରାତି ତମାମ ମା’ ଓ ଛୁଆ ୨ଟି ଭାଲୁ ପଶିକି ଆତଙ୍କ ଖେଳାଇଥିଲେ। ଗ୍ରାମର ବିଭିନ୍ନ ଲୋକଙ୍କ ବହୁ ଗଛ ପତ୍ର ମଧ୍ୟ ନଷ୍ଟ କରିଦେଇଥିବା ଜଣ। ପଡ଼ିଛି। ତେଣେ ସକାଳେ ଲୋକେ ଭାବିଲେ ଭାଲୁ ବୋଧେ ନିକଟସ୍ଥ ଜଙ୍ଗଲକୁ ପଳାଇଥିବ। ଠିକ୍ ସକାଳେ ଗାଁର ୨ … Continue reading ୟୁଭି-୬ ବୁର୍ଜା ଗାଁରେ ଭାଲୁ ଆତଙ୍କ : ଲୋକେ ଭୟଭୀତ